<?xml version="1.0" encoding="utf-8"?>
<resources>
    <string name="fingerprint_unlock_set_unlock_password">ପାସୱାର୍ଡ • ଟିପଚିହ୍ନ</string>
    <string name="fingerprint_unlock_set_unlock_pattern">ପାଟର୍ନ • ଟିପଚିହ୍ନ</string>
    <string name="fingerprint_unlock_set_unlock_pin">PIN • ଟିପଚିହ୍ନ</string>
    <string name="fingerprint_unlock_skip_fingerprint">ଫିଙ୍ଗରପ୍ରିଣ୍ଟ ଅନଲକ ବିନା ଜାରି ରଖନ୍ତୁ</string>
    <string name="fingerprint_unlock_title">ଫିଙ୍ଗରପ୍ରିଣ୍ଟ ଅନଲକ ସହ, ଆପଣ ଆପଣଙ୍କ ଟିପଚିହ୍ନ ବ୍ୟବହାର କରି ଆପଣଙ୍କର ଫୋନ ଅନଲକ କରିପାରିବେ। ସୁରକ୍ଷା ପାଇଁ, ଏହି ବିକଳ୍ପ ଏକ ବ୍ୟାକଅପ ସ୍କ୍ରିନ ଲକ ଆବଶ୍ୟକ କରେ।</string>
    <string name="security_settings_fingerprint_bad_calibration">ଏକ ମରାମତି କେନ୍ଦ୍ର କିମ୍ବା g.co/pixel/fingerprintunlockକୁ ଭିଜିଟ କରନ୍ତୁ।</string>
    <string name="security_settings_fingerprint_enroll_consent_introduction_title">ଫିଙ୍ଗରପ୍ରିଣ୍ଟ ଅନଲକକୁ ଅନୁମତି ଦିଅନ୍ତୁ</string>
    <string name="security_settings_fingerprint_enroll_finish_message">ଆପଣଙ୍କ ଫୋନ ଅନଲକ କରିବାକୁ କିମ୍ବା ଏହା ଆପଣ ଅଟନ୍ତି ବୋଲି ଆପ୍ସରେ ଯାଞ୍ଚ କରିବା ପାଇଁ ଫିଙ୍ଗରପ୍ରିଣ୍ଟ ଅନଲକକୁ ଆପଣ ଯେତେ ଅଧିକ ବ୍ୟବହାର କରିବେ ଏହା ସେତେ ଉନ୍ନତ ହେବ</string>
    <string name="security_settings_fingerprint_enroll_introduction_title">ଫିଙ୍ଗରପ୍ରିଣ୍ଟ ଅନଲକ ସେଟ ଅପ କରନ୍ତୁ</string>
    <string name="security_settings_fingerprint_preference_title">ଫିଙ୍ଗରପ୍ରିଣ୍ଟ ଅନଲକ</string>
    <string name="security_settings_fingerprint_v2_enroll_introduction_footer_message_2">ଏହା ଆପଣ ଅଟନ୍ତି ବୋଲି ଯାଞ୍ଚ କରିବାକୁ ଫିଙ୍ଗରପ୍ରିଣ୍ଟ ଅନଲକ ଆପଣଙ୍କ ଟିପଚିହ୍ନର ଏକ ସ୍ୱତନ୍ତ୍ର ମଡେଲ ତିଆରି କରେ। ସେଟଅପ ସମୟରେ ଏହି ଟିପଚିହ୍ନ ମଡେଲ ତିଆରି କରିବାକୁ, ଆପଣ ବିଭିନ୍ନ ପୋଜିସନରୁ ଆପଣଙ୍କ ଟିପଚିହ୍ନର ଇମେଜ ନେବେ।</string>
    <string name="security_settings_fingerprint_v2_enroll_introduction_footer_message_3">ଆପଣ ଫିଙ୍ଗରପ୍ରିଣ୍ଟ ଅନଲକ ବ୍ୟବହାର କରିବା ସମୟରେ, ଆପଣଙ୍କ ଟିପଚିହ୍ନ ମଡେଲକୁ ଅପଡେଟ କରିବା ପାଇଁ ଇମେଜଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ଟିପଚିହ୍ନର ଇମେଜ ଓ ମଡେଲକୁ ଆପଣଙ୍କ ଫୋନରେ ସୁରକ୍ଷିତ ଭାବେ ଷ୍ଟୋର କରାଯାଏ ଏବଂ କେବେ ବି ଫୋନରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଆପଣଙ୍କ ଫୋନରେ କରାଯାଏ।</string>
    <string name="security_settings_fingerprint_v2_enroll_introduction_footer_message_4">ଆପଣ ଆପଣଙ୍କ ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକକୁ ବନ୍ଦ କରିପାରିବେ। ଟିପଚିହ୍ନର ଇମେଜ ଓ ମଡେଲଗୁଡ଼ିକୁ ଆପଣ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଫୋନରେ ଷ୍ଟୋର ହୋଇ ରହିଥାଏ।</string>
    <string name="security_settings_fingerprint_v2_enroll_introduction_footer_message_consent_2">"ଏହା ଆପଣଙ୍କ ପିଲା ଅଟେ ବୋଲି ଯାଞ୍ଚ କରିବା ପାଇଁ ଫିଙ୍ଗରପ୍ରିଣ୍ଟ ଅନଲକ୍ ତା'ର ଟିପଚିହ୍ନର ଏକ ସ୍ୱତନ୍ତ୍ର ମଡେଲ୍ ତିଆରି କରିଥାଏ। ସେଟଅପ୍ ସମୟରେ ଏହି ଟିପଚିହ୍ନ ମଡେଲ୍ ତିଆରି କରିବାକୁ, ସେ ବିଭିନ୍ନ ଅବସ୍ଥିତିରୁ ତା'ର ଟିପଚିହ୍ନର ଛବି ନେବ।"</string>
    <string name="security_settings_fingerprint_v2_enroll_introduction_footer_message_consent_3">ସେ ଫିଙ୍ଗରପ୍ରିଣ୍ଟ ଅନଲକ୍ ବ୍ୟବହାର କରିବା ସମୟରେ, ତା’ର ଟିପଚିହ୍ନ ମଡେଲକୁ ଅପଡେଟ୍ କରିବା ପାଇଁ ଛବିଗୁଡ଼ିକୁ ବ୍ୟବହାର କରାଯାଏ। ଆପଣଙ୍କ ପିଲାର ଟିପଚିହ୍ନର ଛବି ଓ ମଡେଲକୁ ଫୋନରେ ସୁରକ୍ଷିତ ଭାବେ ଷ୍ଟୋର୍ କରାଯାଇଥାଏ ଏବଂ କେବେ ବି ଡିଭାଇସରୁ କାଢ଼ି ଦିଆଯାଏ ନାହିଁ। ସମସ୍ତ ପ୍ରକ୍ରିୟାକରଣ ସୁରକ୍ଷିତ ଭାବେ ଫୋନରେ କରାଯାଇଥାଏ।</string>
    <string name="security_settings_fingerprint_v2_enroll_introduction_footer_message_consent_4">ଟିପଚିହ୍ନର ଛବି ଓ ମଡେଲକୁ ଆପଣ ଏବଂ ଆପଣଙ୍କ ପିଲା ଡିଲିଟ କରିପାରିବେ କିମ୍ବା ଯେ କୌଣସି ସମୟରେ ସେଟିଂସରେ ଫିଙ୍ଗରପ୍ରିଣ୍ଟ ଅନଲକ ବନ୍ଦ କରିପାରିବେ। ଟିପଚିହ୍ନ ଛବି ଏବଂ ମଡେଲଗୁଡ଼ିକୁ ଡିଲିଟ ନକରିବା ପର୍ଯ୍ୟନ୍ତ ସେଗୁଡ଼ିକ ଫୋନରେ ଷ୍ଟୋର ହୋଇ ରହିଥାଏ।</string>
    <string name="security_settings_work_fingerprint_preference_title">ୱାର୍କ ପାଇଁ ଫିଙ୍ଗରପ୍ରିଣ୍ଟ ଅନଲକ</string>
    <string name="suggested_fingerprint_lock_settings_title">ଫିଙ୍ଗରପ୍ରିଣ୍ଟ ଅନଲକ ବ୍ୟବହାର କରନ୍ତୁ</string>
    <string name="unlock_disable_frp_warning_content_password_face_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ଡିଲିଟ୍ କରିଥାଏ। ଆପଣଙ୍କ ଫେସ୍ ମଡେଲକୁ ମଧ୍ୟ ସ୍ଥାୟୀ ଏବଂ ସୁରକ୍ଷିତ ଭାବରେ ଡିଲିଟ୍ କରାଯିବ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଚେହେରା ଏବଂ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_password_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାସୱାର୍ଡ ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ମଧ୍ୟ ଡିଲିଟ୍ କରିଥାଏ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_pattern_face_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ଡିଲିଟ୍ କରିଥାଏ। ଆପଣଙ୍କ ଫେସ୍ ମଡେଲକୁ ମଧ୍ୟ ସ୍ଥାୟୀ ଏବଂ ସୁରକ୍ଷିତ ଭାବରେ ଡିଲିଟ୍ କରାଯିବ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଚେହେରା ଏବଂ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_pattern_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ ପାଟର୍ନ ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ମଧ୍ୟ ଡିଲିଟ୍ କରିଥାଏ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_pin_face_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ଡିଲିଟ୍ କରିଥାଏ। ଆପଣଙ୍କ ଫେସ୍ ମଡେଲକୁ ମଧ୍ୟ ସ୍ଥାୟୀ ଏବଂ ସୁରକ୍ଷିତ ଭାବରେ ଡିଲିଟ୍ କରାଯିବ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଚେହେରା ଏବଂ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_pin_fingerprint">"ଯଦି ଆପଣଙ୍କ ଫୋନ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ତେବେ ଏକ PIN ଏହାକୁ ସୁରକ୍ଷିତ ରଖେ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ମଧ୍ୟ ଡିଲିଟ୍ କରିଥାଏ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_unknown_face_fingerprint">"ଆପଣଙ୍କ ସ୍କ୍ରିନ୍ ଲକ୍ ବିନା ଡିଭାଇସ୍ ସୁରକ୍ଷା ଫିଚରଗୁଡ଼ିକ କାମ କରିବ ନାହିଁ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ଡିଲିଟ୍ କରିଥାଏ। ଆପଣଙ୍କ ଫେସ୍ ମଡେଲକୁ ମଧ୍ୟ ସ୍ଥାୟୀ ଏବଂ ସୁରକ୍ଷିତ ଭାବରେ ଡିଲିଟ୍ କରାଯିବ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଚେହେରା ଏବଂ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
    <string name="unlock_disable_frp_warning_content_unknown_fingerprint">"ଆପଣଙ୍କ ସ୍କ୍ରିନ୍ ଲକ୍ ବିନା ଡିଭାଇସ୍ ସୁରକ୍ଷା ଫିଚରଗୁଡ଼ିକ କାମ କରିବ ନାହିଁ।

ଏହା ଆପଣଙ୍କ ଡିଭାଇସରେ ଷ୍ଟୋର୍ କରାଯାଇଥିବା ଟିପଚିହ୍ନ ଛବି ଏବଂ ମଡେଲକୁ ମଧ୍ୟ ଡିଲିଟ୍ କରିଥାଏ। ଆପଗୁଡ଼ିକରେ ପ୍ରମାଣୀକରଣ ପାଇଁ ଆପଣଙ୍କ ଟିପଚିହ୍ନ ବ୍ୟବହାର କରିବାକୁ ଆପଣ ସକ୍ଷମ ହେବେ ନାହିଁ।"</string>
</resources>