<?xml version="1.0" encoding="utf-8"?>
<resources>
    <string name="fingerprint_acquired_imager_dirty_udfps">ଆପଣଙ୍କ ସ୍କ୍ରିନର ସେନ୍ସର ପାଖରେ ସଫା କରନ୍ତୁ</string>
    <string name="fingerprint_udfps_pre_enroll_runner_dialog_message">ଯେ କୌଣସି ଷ୍ଟ୍ରିକ, ସ୍ମଜ କିମ୍ବା ଦାଗ କାଢ଼ି ଦେବା ପାଇଁ ଆପଣଙ୍କ ସ୍କ୍ରିନକୁ ପୋଛି ଦିଅନ୍ତୁ। ଏହା ସ୍ପଷ୍ଟ ଟିପଚିହ୍ନ ଇମେଜ କେପଚର କରିବାରେ ସାହାଯ୍ୟ କରେ।</string>
    <string name="fingerprint_udfps_pre_enroll_runner_dialog_title">ଜାରି ରଖିବା ପୂର୍ବରୁ ଆପଣଙ୍କ ସ୍କ୍ରିନକୁ ସଫା କରନ୍ତୁ</string>
    <string name="security_settings_fingerprint_v2_enroll_introduction_footer_message_6">"ଯଦି ଆପଣଙ୍କ ପାଖରେ ଏକ ସ୍କ୍ରିନ ପ୍ରୋଟେକ୍ଟର ଅଛି, ତେବେ ସର୍ବୋତ୍ତମ ପରଫରମାନ୍ସ ପାଇଁ ଆପଣଙ୍କର ଟିପଚିହ୍ନ ସେଟ ଅପ କରିବା ପୂର୍ବରୁ ଆପଣଙ୍କ ସ୍କ୍ରିନ ପ୍ରୋଟେକ୍ଟରକୁ ଲାଗୁ କରନ୍ତୁ।

ସର୍ବୋତ୍ତମ ଫଳାଫଳ ପାଇଁ Made for Google ସାର୍ଟିଫାଏ କରାଯାଇଥିବା ଏକ ସ୍କ୍ରିନ ପ୍ରୋଟେକ୍ଟରକୁ ବ୍ୟବହାର କରନ୍ତୁ। ଅନ୍ୟ ସ୍କ୍ରିନ ପ୍ରୋଟେକ୍ଟରଗୁଡ଼ିକ ସହିତ ଆପଣଙ୍କ ଟିପଚିହ୍ନ କାମ କରିନପାରେ।"</string>
    <string name="security_settings_udfps_enroll_fingertip_title">ଆପଣଙ୍କ ଆଙ୍ଗୁଠିକୁ ଟିଲ୍ଟ କରି ଟିପରେ ସ୍ପର୍ଶ କରନ୍ତୁ</string>
    <string name="security_settings_udfps_enroll_left_edge_title">ଆଙ୍ଗୁଠିକୁ ବୁଲାଇ ବାମ ଧାରରେ ସ୍ପର୍ଶ କରନ୍ତୁ</string>
    <string name="security_settings_udfps_enroll_right_edge_title">ପୁଣି ବୁଲାଇ ଡାହାଣ ଧାରରେ ସ୍ପର୍ଶ କରନ୍ତୁ</string>
</resources>
